ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ଝାଡଖଣ୍ଡ: ନକ୍ସଲ ନିପାତ ଅଭିଯାନରେ ଆଉ ଏକ ସଫଳତା। ଝାଡଖଣ୍ଡରେ ଏନକାଉଣ୍ଟର, ଟଳିଲେ ୪ ମାଓବାଦୀ। ଝାଡଖଣ୍ଡ ଚାଇବାସାରେ ପୁଲିସ୍ ପକ୍ଷରୁ ବଡଧରଣର ଏନକାଉଣ୍ଟର କରାଯାଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଜୋନାଲ୍ କମାଣ୍ଡର , ଜଣେ ସବ୍ ଜୋନାଲ୍ କମାଣ୍ଡର ଏବଂ ଜଣେ ଏରିଆ କମାଣ୍ଡର। ଝାଡଖଣ୍ଡ ଚାଇବାସାରେ ପୁଲିସ୍ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଜଣେ ଏରିଆ କମାଣ୍ଡରଙ୍କ ସମେତ ଦୁଇ ଜଣ ମାଓବାଦୀଙ୍କୁ ଗିରଫ … Continue reading ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା