ପୁଣି ହୀରାକୁଦରେ ଖୋଲିଲା ଆଉ ୪ ଗେଟ
ସମ୍ବଲପୁର : ପୁଣି ହୀରାକୁଦରେ ଖୋଲିଲା ଆଉ ୪ ଗେଟ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷା ଫଳରେ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ୨୦ଟି ଗେଟ ଦେଇ ନିଷ୍କାସନ କରାଯାଇଥିଲା । ପରେ ସମସ୍ତ ନଦୀରେ ବନ୍ୟା ଜଳ ନିଷ୍କାସନ ପଶିବା ପରେ ନଦୀର ଜଳସ୍ତର ବିପଦ ସଙ୍କେତ ପାର କରିଥିଲା । ପୁଣି ଥରେ ଗେଟ ବନ୍ଦ କରାଯାଇଥିଲା । … Continue reading ପୁଣି ହୀରାକୁଦରେ ଖୋଲିଲା ଆଉ ୪ ଗେଟ
Copy and paste this URL into your WordPress site to embed
Copy and paste this code into your site to embed