37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଡମ୍ପର-ଅଟୋ ଧକ୍କାରେ ୪ ମୃତ

ଡମ୍ପର-ଅଟୋ ଧକ୍କାରେ ୪ ମୃତ

ଦେୱାସ: ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ ବୁଧବାର ଗୋଟିଏ ଡମ୍ପର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଆହତ ଦୁଇଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଶିଶୁ ଅନ୍ତର୍ଭୁକ୍ତ । ଦୁର୍ଘଟଣାଗ୍ରସ୍ତ ଅଟୋଟି ଭୋପାଳରୁ ଇନ୍ଦୋର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଡମ୍ପର ରୋଡ୍ ଡିଭାଇଡର ଭାଙ୍ଗି ଅଟୋକୁ ଧକ୍କା ଦେଇଥିଲା ।

ଟାଉନ ବସ୍ ଓଲଟି ୨ ମୃତ, ୨୦ ଆହତ
ରାୟପୁର: ଛତିଶଗଡର ରାୟଗଡ ଜିଲ୍ଲାରେ ବୁଧବାର ଗୋଟିଏ ଟାଉନ ବସ୍ ଓଲଟି ପଡିବାରୁ ୨ ଜଣ ଯାତ୍ରୀ ପ୍ରାଣ ହର।।ଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଏକ ବୁଲାଣି ରାସ୍ତାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ଓଲଟି ପଡିଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking