ଆମେରିକାରେ ୪ଜଣ ଭାରତୀୟଙ୍କୁ ଅପହରଣ କଲେ ଦୃବୁର୍ତ୍ତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଆଜି ୪ ଜଣ ପ୍ରବାସୀ ଭାରତୀୟଙ୍କୁ ଅପହରଣ କରାଯାଇଛି। ଆଉ ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ ଅପହରଣ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ଭାରତୀୟ ଦମ୍ପତ୍ତିଙ୍କ ସହ ତାଙ୍କର ୮ ମାସର ଶିଶୁକନ୍ୟା ମଧ୍ୟ ଅଛନ୍ତି। ପୁଲିସ କହିଛି ଯେ ୩୬ ବର୍ଷୀୟ ଜସଦୀପ ସିଂ, ୨୭ ବର୍ଷୀୟ ଜସଲିନ୍ କୌର, ସେମାନଙ୍କର ୮ ମାସର ଝିଅ ଆରୁହି … Continue reading ଆମେରିକାରେ ୪ଜଣ ଭାରତୀୟଙ୍କୁ ଅପହରଣ କଲେ ଦୃବୁର୍ତ୍ତ