ସମୁଦ୍ରରେ ଜାହାଜ ବୁଡ଼ି ୪ ମୃତ ୫୧ ନିଖୋଜ

ଟ୍ୟୁନିସ୍‌: ଟ୍ୟୁନିସ୍‌ର କେର୍କେନା ଦ୍ବୀପକୁ ଘେରି ରହସଥିବା ସମୁଦ୍ରରେ ପ୍ରବାସବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଜାହାଜ ବୁଡ଼ିଯିବାରୁ ଅନ୍ୟୂନ ୪ଜଣଙ୍କର ମୃତ୍ୟୁ ଘଟିଛି ଓ ୫୧ଜଣ ନିଖୋଜ ହୋଇଯାଇଥିବା କଥା ରବିବାର ଦିନ ‘ରଏଟର୍ସ’କୁ ଜଣେ ବିଚାର ବିଭାଗୀୟ ଅଧିକାରୀ କହିଛନ୍ତି। ସେ ଜାହାଜରେ ଥିବା ସମସ୍ତ ପ୍ରବାସୀ ଉପ-ସାହାରୀୟ ଆଫ୍ରିକାରୁ ଆସିଥିଲେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଦେଶର ଗୃହମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ଜୁଲାଇ ୨୦ ତାରିଖ ସୁଦ୍ଧା … Continue reading ସମୁଦ୍ରରେ ଜାହାଜ ବୁଡ଼ି ୪ ମୃତ ୫୧ ନିଖୋଜ