43 C
Bhubaneswar
Tuesday, April 16, 2024
Homeଅପରାଧପୋଲିସ ପଞ୍ଝାରେ ୭ ସାଇବର ଲୁଟେରା

ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା

ଭୁବନେଶ୍ୱର: କମିଶନରେଟ ପୋଲିସ ପଞ୍ଝାରେ ସାଇବର ଲୁଟେରା ।  ୧୫୦ ମୋବାଇଲ, ୧୬ ହଜାର ସିମ କାର୍ଡ ଜବତ ହୋଇଥିବା ବେଳେ ୭ ଜଣ ଗିରଫ ହୋଇଛନ୍ତି । କଟକରେ ଅଫିସ କରି ସାଇବର ଅପରାଧ ସେମାନେ ଚଳାଇଥିଲେ । ପ୍ରି ଆକ୍ଟିଭେଟେଡ ସିମ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ । ଠକାମୀ କରିବା ପରେ ସିମଗୁଡିକୁ ନଷ୍ଟ କରି ଦେଉଥିଲେ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ପ୍ରଦାନ କରିଛନ୍ତି । ପ୍ରି ଆକ୍ଟିଭେଟେଡ ସିମ କରି ଓଡିଶା ବାହାରକୁ ପଠାଯାଉଥିଲା । ଏସବୁ ସିମ ନେଇ ଓଡିଶା ଭିତରେ କିଛି ଅପରାଧ ହୋଇନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking