40.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା ନେଲା ଆଉ ୪ ଜୀବନ

କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ିଲାଣି କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ନେଇଛି ୪ ଜଣଙ୍କ ଜୀବନ । କଟକ, କେନ୍ଦ୍ରାପଡ଼ା, କୋରାପୁଟ, ସୁନ୍ଦରଗଡ଼ରୁ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଆଜିର ମୃତକଙ୍କ ମଧ୍ୟରେ ରହିଛନ୍ତି ଜଶେ ୧୪ ବର୍ଷର ନାବାଳିକା । ନାବାଳିକାଙ୍କ ଘର କେନ୍ଦ୍ରାପଡ଼ା ବୋଲି ସୂଚନା ଦିଆଯାଇଛି । ଆଜରି ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮, ୪୮୮କୁ ବୃଦ୍ଧି ପାଇଛି ।

ଓଡ଼ିଶାରେ ଆଉ ୧୧ହଜାର ୮୬ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking