19.1 C
Bhubaneswar
Tuesday, January 25, 2022
Homeଅପରାଧ୪ ଡକାୟତ ଗିରଫ

୪ ଡକାୟତ ଗିରଫ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୁଲିସ ଏକ ବଡ଼ଧରଣର ଡକାୟତି ଘଟଣା ସହିତ ଜଡ଼ିତ ୪ ଜଣ ଡାକୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଡକାୟତମାନେ ହେଲେ ପିଣ୍ଟୁ ସାହୁ, ସାମୁଏଲ ଏକ୍କା, ନିତିଶ ମିଶ୍ର ଓ ମହମ୍ମଦ ସଲିମ।
ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୫ରେ କୁଆଁରମୁଣ୍ଡାରେ ୧୧ ଲକ୍ଷ ୩୫ ହଜାର ଟଙ୍କା ଡକାୟତି ଘଟଣା ସହିତ ସଂପୃକ୍ତି ଥିବାରୁ ପୁଲିସ ଏମାନଙ୍କୁ ଗିରଫ କରିଥିବା ଜଣାଯାଇଛି। ପୁଲିସ ଡକାୟତମାନଙ୍କ ଠାରୁ ନଗଦ ୪ ଲକ୍ଷ ୧୦ ହଜାର ଟଙ୍କା, ୨ଟି ପିସ୍ତଲ, ୨ଟି ବାଇକ୍‌, ୪ଟି ମୋବାଇଲ ଫୋନ୍ ଜବତ କରିଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି।ଏହି ଡକାୟତି ଘଟଣାରେ ପୂର୍ବରୁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking