28.1 C
Bhubaneswar
Wednesday, April 24, 2024
Homeଅପରାଧଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ

ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ

କେନ୍ଦୁଝର: ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି । ଏହି ଦୁଷ୍କର୍ମକାରୀ ମାନେ ଛୋଟ ଛଆଙ୍କୁ ମଧ୍ୟ ବାଦ ଦେଉ ନାହାଁନ୍ତି । ଛୋଟ ପିଲାଟିଏ ଯିଏକି ଦୁନିଆରେ କାହାକୁ ଚିହ୍ନି ନଥାଏ କି ଦୁନିଆ ବିଷୟରେ ମଧ୍ୟ କିଛି ଜାଣି ନଥାଏ । ସେହି ଛୋଟ ଛୁଆଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଉଛି । ତେବେ ସେହିଭଳି ଏକ ଲୋମଟାଙ୍କୁରା ଘଟଣା କେନ୍ଦୁଝରରେ ହୋଇଥିବା ଜଣାପଡିଥିଲା । ସେହି ଦୁଷ୍କମାରୀକୁ ଫାଶୀ ଦଣ୍ଡାଦେଶ ହୋଇଛି ।
ସୂଚନା ଅନୁସାରେ, ୨୦୧୭ ଜାନୁୟାରୀ ୧୩ରେ ଚମ୍ପୁଆ ଥାନା ଅଞ୍ଚଳରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା । ନିଜର ସମ୍ପର୍କୀୟ ଜଣେ ୩ବର୍ଷର ଭଉଣୀକୁ ସୁନୀଲ ନାଏକ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ତେବେ ଏହି ଘଟଣାରେ ୨୮ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପୋସ୍କୋ ଆଇନ ଆଧାରରେ ଅର୍ଭିଯୁକ୍ତ ସୁନୀଲ ନାଏକକୁ ଫାଶୀ ଦଣ୍ଡାଦେଶ ଦେଲେ ଏଡିଜେ ।
https://onakhabar.com/2019/12/19/dead-body-rescued-25/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking