40.1 C
Bhubaneswar
Wednesday, April 24, 2024
Homeଅପରାଧପୁରୀରୁ ୩ କେଜି ବ୍ରାଉନସୁଗାର ଜବତ

ପୁରୀରୁ ୩ କେଜି ବ୍ରାଉନସୁଗାର ଜବତ

ପୁରୀ : ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ । ବିପୁଳ ପରିମାଣର ବ୍ରାଉନସୁଗାର ଜବତ ନେଇ ପୁରୀ ଏସ୍‌ପିଙ୍କ ସୂଚନା । ଚଢ଼ାଉ କରି ଜବତ କଲା ବାସେଳିସାହି ଥାନା ପୋଲିସ । ଚଢ଼ାଉ ବେଳେ ଜଣେ ବ୍ରାଉନସୁଗାର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ।

ରାସ୍ତା ଅବସ୍ଥା ଶୋଚନୀୟ: ୬ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking