ତୃତୀୟ ପାଳି ବିଜୟ ପକ୍କା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତୃତୀୟ ପାଳି ବିଜୟ ପକ୍କା ବୋଲି କହିଲେ ପ୍ରଧାନମନ୍ତ୍ରୀ । ମୋର ତୃତୀୟ ପାଳି ଆରମ୍ଭ ଆଉ ବେଶି ଦୂର ନୂହେଁ । ଖୁବ୍ ଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି । ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଂଚିବୁ । ଆଗାମୀ ୫ ବର୍ଷରେ ଭାରତ ବୁଲେଟ୍ ଟ୍ରେନ୍ ଦେଖିବ । ଆତ୍ମ ନିର୍ଭର ଭାରତ ଅଭିଯାନ ନୂଆ ଶିଖରରେ ପଂହଚିବ । ଖାଇବା ତେଲ … Continue reading ତୃତୀୟ ପାଳି ବିଜୟ ପକ୍କା: ପ୍ରଧାନମନ୍ତ୍ରୀ