31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଜି ୩୦ ଜିଲ୍ଲାରୁ ୩୮୧୦ ପଜିଟିଭ ଚିହ୍ନଟ

ଆଜି ୩୦ ଜିଲ୍ଲାରୁ ୩୮୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ରାଜ୍ୟରୁ ୩୮୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୮୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସରୁ ୧୫୨୪ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨୦, ବରଗଡରୁ ୩୯୬, ଭଦ୍ରକରୁ ୧୦୭, ବଲାଙ୍ଗୀରରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ ୨୯, କଟକରୁ ୩୨୨, ଦେବଗଡରୁ ୭, ଢେଙ୍କାନାଳରୁ ୫୧, ଗଜପତିରୁ ୨୦, ଗଂଜାମରୁ ୧୦୮, ଜଗତସିଂହପୁରରୁ ୬୭, ଯାଜପୁରରୁ ୨୫୨, ଝାରସୁଗୁଡାରୁ ୧୯୨, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୪୫, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୮୪, ଖୋର୍ଦ୍ଧାରୁ ୭୯୭, କୋରାପୁଟରୁ ୮୪, ମାଲକାନଗିରିରୁ ୩୭, ମୟୁରଭଂଜରୁ ୧୪୨, ନବରଂଗପୁରରୁ ୭୮, ନୟାଗଡରୁ ୬୨, ନୂଆପଡାରୁ ୯୩, ପୁରୀରୁ ୧୧୭, ରାୟଗଡାରୁ ୧୦୧, ସମ୍ବଲପୁରରୁ ୮୩, ସୋନପୁରରୁ ୧୦୬, ସୁନ୍ଦରଗଡରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking