28.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲା ରେ ତିନି ଦିନ ମଧ୍ୟ ୩୭0 ଜଣ ରୋଗୀ ଚି଼ହ୍ନଟ

ଜିଲ୍ଲା ରେ ତିନି ଦିନ ମଧ୍ୟ ୩୭0 ଜଣ ରୋଗୀ ଚି଼ହ୍ନଟ

ଯାଜପୁର: ଜିଲ୍ଲା ରେ ତିନି ଦିନ ରେ ୩୭0 +ve ଚି଼ହ୍ନଟ ହୋଇଥିବା ବେଳେ ପ୍ରଶାସନ ର ମୁଣ୍ଡ ବ୍ୟଥା ଯାଜପୁର ଜିଲ୍ଲା ର ୧0 ଟି ବ୍ଲକ ଓ ୨ ଟି ସହରା ଅଂଚଳ ରେ କରୋନା କାୟା ବିସ୍ଥାର କରୁଛି ଲୋକ ମାନେ କରୋନା କୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା, ମାସ୍କ, ବିଭିନ୍ନ ଆୟୁର୍ବେଦିକ ଦେଶୀ ଚିକତ୍ସା କରୁଛନ୍ତି କିନ୍ତୁ ପ୍ରବାସୀ ଓଡ଼ିଆ ଙ୍କ ପାଇଁ ଏହି କରୋନା ରୋଗ ସଂକ୍ରମିତ ହେଉଥିବାର ଦେଖା ଦେଉଛି ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ଓ ହୋମ କ୍ୱାରେନଟାଇନ ରେ ରହୁ ଥିବା ପ୍ରଭାସି ମାନେ ଖୋଲା ଖୋଲି ଭାବେ ଆଇନ କୁ ଉଲଂଘନ କରି ପରିବାର ବର୍ଗ ଓ ସାଙ୍ଗ ସାଥି ସହ ମିଶି ଥିବାରୁ ଏହି ରୋଗ ସଂକ୍ରାନ୍ତିତ ହେବା ର ଲକ୍ଷ କରାଯାଉଛି କ୍ୱାରେନଟାଇନ କେନ୍ଦ୍ର ଗୁଡିକ ଖାଇବା ପିଇବା ର ସୁଭିଧା ନ ହେବା ଘର ଲୋକମାନେ କ୍ୱାରେନଟାଇନ କେନ୍ଦ୍ର କୁ ଯାଇ ଖାଦ୍ୟ ଯୋଗାଉଛନ୍ତି ଯାହା ଫଳ କମ୍ୟୁନିଟି ସ୍ପ୍ରେଡ଼ ହେବା ର ଆଶଙ୍କା ରହୁଛି ! ବର୍ତମାନ ବର୍ଷା ଋତୁ ରେ ଥଣ୍ଡା, କାଶ, ଜ୍ୱର ହୋଇ ଥିବା ରୁ ପ୍ରଶାସନ ତରଫରୁ କରୋନା ଆଳ ଜୋର ଜବରଦସ୍ତ କୋଭିଡି ହସ୍ପିଟାଲ କୁ ନିଆଯାଉଛି !ଯାହା ଫଳ ରେ ଲୋକମାନଙ୍କ ମନ ଭୟ ର ଆତଙ୍କ ଖେଳି ଯାଇଛି !ଜିଲ୍ଲା ରେ ପୁଣି ହୁ ହୁ ହୋଇ କରୋନା +ve ଚି଼ହ୍ନଟ ହେଉଛନ୍ତି ମିଳିଥିବା ସୂଚନା ନା ଅନୁଯାଇ ୧୫. ୮ ଦିନ ଦୁଇଶହ ଚି଼ହ୍ନଟ ହୋଇଛନ୍ତି !ସେଥି ମଧ୍ୟ ରୁ ରସୁଲପୁର ବ୍ଲକ ରୁ ୫୬ ଜଣ, ସୁକିନ୍ଦା ବ୍ଲକ ରୁ ୧0ଜଣ ବ୍ୟାସନଗର ମୁନସିପାଲଟି ରୁ ୧୩, ବରୀ ୧0, ଦଶରଥ ପୁର ୧0,ବଡ଼ଚଣା ୭, ଦାନଗଦି ୧୨, କୋରେଇ ୨0, ଯାଜପୁର ୨୭ ବିଂଝାରପୁର୧୩, ଧର୍ମଶାଳା ୧୬, ସି.ଡି.ଏମ ଓ ଯାଜପୁର ୨ ! ସେହିପରି ୧୬ଓ୧୭ ତାରିଖ ଅଗଷ୍ଟ ମାସ ରିପୋର୍ଟ ଅନୁଯାଇ ଯଥା କ୍ରମେ ରସୁଲପୁର ଚଉରାଳିଶ ଜଣ ଓ ଚଉଦଜଣ ବଡ଼ଚଣା ବ୍ଲକ ରୁ ୧୬ ଓ ୧୭ ତାରିଖ ଦିନ ୮ ଜଣ, ଦାନଗଦି ୨ଜଣ , ଯାଜପୁର ମୁନସିପାଲଟି ଜଣେ ରସୁଲପୁର ବ୍ଲକ ରୁ ଦଶରଥପୁର ବ୍ଲକ ରୁ ୧ ଓ ୧୨ଜଣ , ବ୍ୟାସନଗର ସହର ରୁ ଓ ୧୩ଜଣ , ସୁକିନ୍ଦା ବ୍ଲକ ରୁ ୧ ଓ ୧୧ଜଣ , ବିଂଝାରପୁର ବ୍ଲକ ରୁ ଓ ୧0, ଯାଜପୁର ବ୍ଲକ ରୁ ୮ ଓ ୫ଜଣ ବଡ଼ଚଣା ବ୍ଲକ ରୁ ଧର୍ମଶାଳା ବ୍ଲକ ରୁ ୬ ଓ ୨ କୋରେଇ ବ୍ଲକ ରୁ ୧୮ ଓ ୧ ସମୁଦାୟ ତିନ ଦିନ ଭିତରେ ୩୭0 ଉର୍ଦ୍ଧ ରୋଗୀ ଚି଼ହ୍ନଟ ହୋଇଛନ୍ତି ରିପୋର୍ଟ ଅଭିମନ୍ୟୁ ମିଶ୍ର ONA!

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking