ଅଗଷ୍ଟ ୨ରୁ ୩୭0ଶୁଣାଣି

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଅଗଷ୍ଟ ୨ରୁ ଶୁଣାଣୀ । ଅଗଷ୍ଟ ୨ରୁ ଦୈନନ୍ଦିନ ଶୁଣାଣି ନେଇ ସୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟଭ୍‌କ ୫ ଜଣିଆ ସାମ୍ବିଧାନ୍ଖଳ ଖଣ୍ଡପୀଠ କରିବେ ଶୁଣାଣି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ଶୁଣାଣି । ଡକାୟତି ଯୋଜନାକୁ ପଣ୍ଡ କଲା ଯାଜପୁର ରୋଡ ପୋଲିସ