29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଡ୍ୟୁଟି ନ ଆସିବାରୁ ୩୬ ପୋଲିସ କର୍ମଚାରୀ ନିଲମ୍ବିତ

ଡ୍ୟୁଟି ନ ଆସିବାରୁ ୩୬ ପୋଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲାର ଗତି ଟିକେ ମନ୍ଥର ହୋଇଛି । ଏଭଳି ପରିସ୍ଥିତିରେ ଉତ୍ସବଗୁଡିକ ସାମ୍ନା କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଦିଲ୍ଲୀରେ ବକରୀଦକୁ ନେଇ ଦୀର୍ଘଦିନ ଧରି ପ୍ରସ୍ତୁତି ଚାଲିଥିବା ବେଳେ ୩୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତର-ପଶ୍ଚିମ ଡିସିପି ବିଜୟନ୍ତା ଆର୍ଯ୍ୟା ।
ଇଦ ପାଇଁ ଜିଲ୍ଲାରେ ପ୍ରସ୍ତୁତି ଚାଲିଥିବା ବେଳେ ଡ୍ୟୁଟି ନଆସିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଇଦକୁ ଦୃଷ୍ଟିରେ ରଖି ଏହି ୩୬ ଜଣ ପୋଲିସ କର୍ମୀଙ୍କୁ ଆଜି ସକାଳ ୫ଟାରେ ଡ୍ୟୁଟିରେ ପହଞ୍ଚିବାର ଥିଲା, କିନ୍ତୁ ସେମାନେ ଡ୍ୟୁଟିରେ ପହଞ୍ଚିନଥିଲେ । ଏହା ପରେ ଡିସିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking