26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭୁବନେଶ୍ୱରରୁ ଆଜି ୩୫୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱରରୁ ଆଜି ୩୫୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଆଜି  ମଧ୍ୟ ଭୁବନେଶ୍ୱରରୁ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୮ଓ ସ୍ଥାନୀୟ ଅଞ୍ଚଳରୁ ୨୪୬ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୧୮ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୩ ହଜାର ୨୩୦ କୁ ବୃଦ୍ଧି ପାଇଛି ।

ସଂଗରୋଧରୁ ପଟିଆରୁ ୯ ଜଣ, ଶୈଳଶ୍ରୀ ବିହାରରୁ ୮ ଜଣ, ୟୁନିଟ-୯, ୟୁନିଟ-୨ରୁ ୬-୬ ଜଣ, ଡୁମଡୁମାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆରୁ ୧୮ ଜଣ ଓ ଝାରପଡ଼ାରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀରୁ ୧୨ ଜଣ, କଳିଙ୍ଗ ନଗରରୁ ୧୧ ଜଣ, ଆଇଆରସି ଭିଲେଜ, ଲକ୍ଷ୍ମୀସାଗରରୁ ୧୦ ଜଣ ଲେଖାଏଁ, ୟୁନିଟ-୬ରୁ ୯ ଜଣ, ଚନ୍ଦ୍ରଶେଖରପୁର, ସହିଦ ନଗରରୁ ୮-୮ ଜଣ, ଡୁମଡୁମା, ଶୈଳଶ୍ରୀ ବିହାରରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking