32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୩୫ ୟୁଟ୍ୟୁବ ଚ୍ୟାନେଲ ବ୍ଲକ

୩୫ ୟୁଟ୍ୟୁବ ଚ୍ୟାନେଲ ବ୍ଲକ

ନୂଆଦିଲ୍ଲୀ: ୩୫ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ୩୫ ୟୁଟ୍ୟୁବ, ୨ଟି ଟ୍ୱିଟର, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ ହୋଇଛି । ୨ଟି ୱେବସାଇଟ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟ ବ୍ଲକ ହୋଇଛି । ଭାରତ ବିରୋଧୀ ଖବର ପ୍ରସାରଣ ନେଇ କେନ୍ଦ୍ର ସରକାର ଏହାକୁ ବ୍ଲକ କରିଛନ୍ତି । ଏନେଇ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟ ସୂଚନା ପ୍ରଦାନ କରିଛନ୍ତି ଲ୍ୱ୍‌କ ହୋଇଥିବା ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking