ଚାକିରି ନାଁରେ ୩୫ ଲକ୍ଷ ଚଳୁ

ଭୁବନେଶ୍ୱର: ଚାକିରି ଦେବାକୁ କହି ୩୫ ଲକ୍ଷ ଠକେଇ ଅଭିଯୋଗ ହୋଇଥିବା ସୂଚନା । ଏକାଧିକ ଲୋକଙ୍କ ଠାରୁ ୩୫ ଲକ୍ଷ ଠକିଥିବା ଅଭିଯୋଗ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଣେ ଅଭିଯୁକ୍ତକୁ ଗିରଫ କଲା ସହିଦନଗର ଥାନା ପୋଲିସ । ଗିରଫ ବ୍ୟକ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ରହିଥିବା ସୂଚନା ମିଳିଛି ।  ଗଣଦୁଷ୍କର୍ମ ମାମଲା: ସିଲ୍ ହେବ ହୋଟେଲ୍ !