ଝାଡାବାନ୍ତିରେ ୩୫ ଆକ୍ରାନ୍ତ

ସୋର: ବିବାହ ଭୋଜି ଖାଇ ୩୫ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା । ବାହାନଗା ବ୍ଲକ ଉପରଆଡିଆ ଗାଁରେ ଏହି ଅଘଟଣା ହୋଇଥିଲା । ଆକ୍ରାନ୍ତଙ୍କ ଭିତରୁ ୩ ଗଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ଗାଁରେ ମଧ୍ୟ ମେଡିକାଲ ଟିମ୍ ପହଞ୍ଚିଥିବା ସୂଚନା । ଶିଶୁକନ୍ୟା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌