40.1 C
Bhubaneswar
Thursday, April 25, 2024
Homeଓଡିଶାସିଏମସିରୁ ଆଉ ୩୨ ପଜିଟିଭ ଚିହ୍ନଟ

ସିଏମସିରୁ ଆଉ ୩୨ ପଜିଟିଭ ଚିହ୍ନଟ

କଟକ : ଆଜି କଟକ ସହରରୁ ଆଉ ୩୨ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ , ୨୧ ଜଣ ହୋମ କ୍ୱାରେଣ୍ଟାଇନ ଓ ଜଣେ ଫେନ କ୍ୱାରେଣ୍ଟାଇନ ଓ ୫ଜଣ ସ୍ଥନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ଆଜି ସୁଦ୍ଧା ସିଏମସିରୁ ମୋଟ ୩୯୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୨୨୫ଜଣ ସୁସ୍ଥ ହୋଇଛନ୍ତି । ୮ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୬୫ଜଣ ଏବେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।
ଆଜି ଚିହ୍ନଟ ହୋଇଥିବା ସରକାରୀ କ୍ୱାରେଣ୍ଟାଇନରୁ ୫ଜଣ ଏସସିବି ଭେଡ଼ିକାଲ ଆଇସୋଲେସନ ୱାର୍ଡ଼ରୁ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ୪୧ ବର୍ଷୀୟ ପୁରୁଷ ଥିବା ବେଳେ ଅନ୍ୟ ୪ଜଣ ମହିଳା ଅଟନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୧୮ , ୨୫ ଓ ୪୦ ଅଟେ ।
ଦେୱାନ ବଜାର, ଭଗତପୁର , ନରାଜ ,ଗୋପାଳପୁର ଟୋଲ ଗେଟ, କାଳୀଗଳିରୁ ଜଣେ ଲେଖାଏଁ ସ୍ଥାନୀୟ କେସ୍ ଚିହ୍ନଟ ହୋଇଛନ୍ତି ।
ପେଡ଼୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୨୫ ବର୍ଷୀୟ ପୁରୁଷ ପୂର୍ବରୁ କୋଚିରୁ ଫେରିଥିଲେ ।
ହରିପୁର ଦୁର୍ଗାଘର , ଗୁଜୁରାଟି ବସ୍ତିରୁ ଜଣେ ଲେଖାଏଁ
ହରିପୁର ଦୁର୍ଗାଘର , ଗୁଜୁରାଟି ବସ୍ତିରୁ ଜଣେ ଲେଖାଏଁ ;ଖାନନଗର, କନିକା ଛକ, ପୁରୁଣା ରାଉସାପାଟଣାରୁ ୨ଜଣ ଲେଖାଏଁ, ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଦେୱାନ ବଜାର ଓ ବକ୍ସି ବଜାର ଅଞ୍ଚଳର ୪ଜଣ ଲେଖାଏଁ , ପରିଡ଼ା ସାହି ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking