ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା, ୩୧ ମୃତ

ଦୁଃଖବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଚେନ୍ନାଇ: ତାମିଲ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ରାଜନୌତିକ ରାଲିରେ ଦଳଚକଟା ପରିସ୍ଥିତି ଉତ୍ପନ୍ନ ହୋଇ ୩୧ଜଣ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟାରେ ତାମିଲନାଡୁର କରୁର ଠାରେ ଆୟୋଜିତ ବିଜୟଙ୍କ ରାଲିରେ ଲକ୍ଷ ଲକ୍ଷ ସଂଖ୍ୟ ଲୋକ ରୁଣ୍ଡ ହୋଇଥିବା ବେଳେ ଏପ୍ରକାର ଅଘଟଣ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍‌ଏ ସୁବ୍ରମଣ୍ୟମ୍ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୧୬ ଜଣ ମହିଳା, ୯ଜଣ ପୁରୁଷ ଏବଂ … Continue reading ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା, ୩୧ ମୃତ