30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜି ଯାଜପୁର ଜିଲ୍ଲା ରେ ୩୧ ଜଣ ପଜିଟିଭ  ଚି଼ହ୍ନଟ

ଆଜି ଯାଜପୁର ଜିଲ୍ଲା ରେ ୩୧ ଜଣ ପଜିଟିଭ  ଚି଼ହ୍ନଟ

 ଯାଜପୁର : ଜିଲ୍ଲାରେ  ୩୧ ଜଣ କରୋନା ପଜିଟିଭ  ଚି଼ହ୍ନଟ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆଜି ୩୧ କରୋନା ପଜିଟିଭ ଚି଼ହ୍ନଟ  ପ୍ରକାଶ ପାଇଁ ଛି ବରୀ ବ୍ଲକ ର ୯ ଜଣ ଯାଜପୁର ର ୭ ଜଣ, ଧର୍ମଶାଳା ୧, ଦଶରଥପୁର ବ୍ଲକ ର ୬ ବିଂଝାରପୁର ର ୩ ଜଣ ଏମାନେ କ୍ୱାରନ୍ଟାଇନ ସେଣ୍ଟର ରେ ରହି ଥିଲେ  ସ୍ୱପ ଟେଷ୍ଟ ପରେ ପଜିଟିଭ ମିଳିଥିବା ସୂଚନା  ମିଳିଛି ଓ  କଲିକତା ଲିଙ୍କ ରହିଛି ବୋଲି ଜଣ ପଡିଛି !

 

ତାମିଲନାଡୁ ୩0ଜଣ ପ୍ରଵାସୀ ଓଡ଼ିଆ ଏକ ବସ ଯୋଗେ ଆସି ଯାଜପୁର ରୋଡ ରେ ଓଲ୍ହାଇ ଥିଲେ

ଯାଜପୁର : ସରକାର ଙ୍କ କଟକଣା ସତ୍ୱେ ବିନା ପଞ୍ଜିକରଣ  ରେ ବେଆଇନ ଭାବେ ତାମିଲନାଡୁ ରୁ ଏକ ବସ ଭଡା କରି ୩0ଜଣ ପ୍ରଭାସୀ ଓଡ଼ିଆ ରାତ୍ର ଚାରିଟା ରେ ଯାଜପୁର ରୋଡ ଚୋରଦା ବାଇପାସ ରେ ଓଲ୍ହାଇ ବସ ଟି କୁ ଛାଡିଦେଇଥିଲେ | ସେମାନେ ଏଠାରୁ ଖସି ଯିବା ପାଇଁ ସାମ୍ପକୀୟ ନିକଟରେ ଫୋନ କରୁଥିଲେ | ଏହି ସମୟ ରେ ଯୁବ ସାମ୍ବାଦିକ ତଥା ସମାଜ ସେବି ପବିତ୍ର ମୋହନ ମହାନ୍ତି  ଏହି ପ୍ରଵାସୀ ଓଡ଼ିଆ ମାନଙ୍କୁ ଦେଖି ପଚରା ଉଚରା କରିଥିଲେ | ପରେ ସେ ଯାଜପୁର ରୋଡ ଥାନା ଅଧିକାର ଅନିଲ କୁମର ମହାନ୍ତି ଙ୍କୁ ସୂଚନା ଦେଇଥିଲେ ଓ ସେମାନଙ୍କୁ ଥାନା କୁ ନେଇଥିଲେ !ଏହି ପ୍ରଵାସୀ ଙ୍କ ଘର କଳିଙ୍ଗ ନଗର କାଳିଆ ପାଣି କଟକ ଜିଲ୍ଲା ର ଆଠ ଗଡ  ଓ କେନ୍ଦୁଝର ଜିଲ୍ଲା ବଂଦଗୋଡା ଅଂଚଳ ର ଜଣା ପଡିଛି ! ତାମିଲନାଡୁ ରୁ ଓଡ଼ିଆ କିପରି ପୋଲିସ କୁ ଚକମା ଦେଇ ପହଂଚିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି !

 

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ  ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠି କୁ ଦାନ


 
ଯାଜପୁର : ବ୍ୟାସନଗର ପୌର ଅଂଚଳ ର ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷ ରୁ ମହାମାରୀ  କରୋନା ସହ ମୁକାବିଲା  ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି !ସାରା ଦେଶ ରେ ଲକ ଡାଉନ ର ଚତୁର୍ଥ ପର୍ଯ୍ୟାୟ ଚାଲୁଥିବା ବେଳେ କରୋନା କୁ ମୁକାବିଲା ପାଇଁ ଅସହାୟ ଗରିବ, ଖଟିଖିଆ, ପ୍ରଵାସୀ ଓଡ଼ିଆ, ଲୋକଙ୍କୁ ପାଇଁ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି !ଏହି ସଂକଟ ସମୟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଯଥା ବଜରଙ୍ଗି ଏସ ଏଚ ଜି, ଦାମିନୀ, ମା ହଟିଆସୁଣୀ, କାଦମ୍ବିନୀ, ମା ମହିଳା ପ୍ରତିବେଶୀ, ଦୁର୍ଗା, ମହା ଲଷ୍ମୀ, ତୁଳସୀ, ଭାଗ୍ୟ ଲଷ୍ମୀ, ସାଇ, ମା ସନ୍ତୋଷୀ ସ୍ଵଂଗ ଶ୍ରୀ ଏସ ଏଚ ଜି ଗ୍ରୁପ ପକ୍ଷ ରୁ ବ୍ୟାସନଗର ପୌର ନିର୍ଭାହି ଅଧିକାରୀ ଶୁଭେନ୍ଦୁ ଜେନା ମାଧ୍ୟମରେ ୧୧୫oo ଟଙ୍କା ଅର୍ଥ ରାଶି  ପ୍ରଦାନ କରିଥିଲେ ଓ ବ୍ୟାସନଗର ପୌର ପରିଷଦ ପକ୍ଷ ରୁ ଏହି ମହାନ କାର୍ଯ୍ୟ ପାଇଁ ଶ୍ରୀ ଜେନା ଏସ ଏଚ ଜି,ଗ୍ରୁପ କୁ ଧନ୍ୟବାଦ ଜଣାଇ ଥିଲେ !

-ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking