୩୧ ଜଣ ନିଖୋଜ ଅଛନ୍ତି: ମମତା

କଟକ: କଟକ ଏଏସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆହତଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏବେ ବି ୩୧ ଜଣ ନିଖୋଜ ଅଛନ୍ତି ଓ ୧୦୩ଟି ମୃତଦେହ ଚିହ୍ନଟ ହୋଇଛି । ୯୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୮୭ ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚଛି । ଓଡିଶା ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବେ କାର୍ଯ୍ୟ … Continue reading ୩୧ ଜଣ ନିଖୋଜ ଅଛନ୍ତି: ମମତା