ନାବାଳିକା ଦୁର୍ଷ୍କମକାରୀ ଏବଂ ସହଯୋଗୀକୁ ୩୦ ବର୍ଷ କାରାଦଣ୍ଡ

କେନ୍ଦୁଝର: ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦେ?ରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ ବିଚାରପତି ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତ ଏସକେ ମହମ୍ମଦ ସାହାଦତ ଅଲ୍ଳୀ (୫୩) ଓ ଦୁର୍ଷ୍କମରେ ସହଯୋଗ କରିଥିବା ସାବତ ଆଈ ଅମିତା କାରୁଆ (୪୫)କୁ ୩୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ଏସକେ ଅଲ୍ଳୀକୁ ୩୦ ହଜାର ଟଙ୍କା ଓ ଅମିତାକୁ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା … Continue reading ନାବାଳିକା ଦୁର୍ଷ୍କମକାରୀ ଏବଂ ସହଯୋଗୀକୁ ୩୦ ବର୍ଷ କାରାଦଣ୍ଡ