୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ୩୦ ସଙ୍ଗଠନର କର୍ମକର୍ତ୍ତା

ଭୁବନେଶ୍ୱର: ନବୀନ ନିବାସରେ ୫-ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ଆଉ ୩୦ ସଙ୍ଗଠନ । ସଂଗଠନର କର୍ମକର୍ତ୍ତାମାନେ ରୂପାନ୍ତରଣ ଅଭିଯାନ ପାଇଁ ନିଜର ସମର୍ଥନ ଜ୍ଞାପନ ସହ ଦୀର୍ଘ ବର୍ଷ ପରେ ରାଜ୍ୟର ଦ୍ରୁତ ବିକାଶକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ୫ଟି ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି … Continue reading ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ୩୦ ସଙ୍ଗଠନର କର୍ମକର୍ତ୍ତା