21.1 C
Bhubaneswar
Sunday, December 7, 2025
Homeଓଡିଶାଅଣନିଶ୍ୱାସୀ ହୋଇ ୩ ଶ୍ରମିକ ମୃତ

ଅଣନିଶ୍ୱାସୀ ହୋଇ ୩ ଶ୍ରମିକ ମୃତ

କୁଚିଣ୍ଡା : କୁଚିଣ୍ଡାରେ ଅଣନିଶ୍ୱାସୀ ହୋଇ ୩ ଶ୍ରମିକଙ୍କ ମୃତୁ୍ୟ । ନିର୍ମାଣଧୀନ ପାଇଖାନା ଛାତ ଭୁଶୁଡିବାରୁ ଚାପିହୋଇ ଶ୍ରମିକଙ୍କ ମୃତୁ୍ୟ । ଫାଶୀମାଲ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା, ବସନ୍ତ ବେହୁରା । ଗୁରୁତର ସିଦ୍ଧାର୍ଥ ମୁଣ୍ଡା କୁଚିଣ୍ଡା ମେଡିକାଲରେ ଭର୍ତ୍ତି । ଜମନକିରା ବ୍ଲକ ପୁକୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଇଖାନା ଛାତ ସେଣ୍ଟ୍ରିଙ୍ଗ ଖୋଲିଲା ବେଳେ ଅଘଟଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking