30.1 C
Bhubaneswar
Wednesday, April 24, 2024
Homeଓଡିଶାଆବାସ ଅନିୟମିତତା : ୩ଭିଏଲଡବ୍ଲ୍ୟୁ ସସ୍‌ପେଣ୍ଡ

ଆବାସ ଅନିୟମିତତା : ୩ଭିଏଲଡବ୍ଲ୍ୟୁ ସସ୍‌ପେଣ୍ଡ

ଖୋର୍ଦ୍ଧା: ବେଗୁନିଆ ବ୍ଲକର ପୋଡ଼ାଡ଼ିହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ମାମଲା । ୩ଭିଏଲଡବ୍ଲ୍ୟୁଙ୍କୁ ସସପେଣ୍ଡ କଲେ ଖୋର୍ଦ୍ଧା ଜିଲ୍ଲାପାଳ । ନିଲମ୍ବିତ ହୋଇଥିବା ଭିଏଲଡବ୍ଲ୍ୟୁ ମାନେ ହେଲେ ନାରାୟଣ ଜେନା, ଜୟଦେବ ସୁବୁଦ୍ଧି ଓ କେଦାର ବେହେରା ବୋଲି ଜଣାପଡିଛି । ବେଗୁନିଆ ବିଡିଓ ରବି ନାରାୟଣ ମାଝୀ ଓ ଏବିଡିଓ ମହେନ୍ଦ୍ର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ପୋଡ଼ାଡ଼ିହ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଅନିୟମିତତା ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଘଟଣାର ତଦନ୍ତ କରାଯିବା ପରେ ସଂପୃକ୍ତ ଭିଏଲଡବ୍ଲ୍ୟୁଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି ।
https://onakhabar.com/2019/12/21/certificate-within-15-days/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking