୩-ଟାୟର ଏସି ଇକୋନମି କ୍ଲାସ୍ ଯାତ୍ରା ଶସ୍ତା; ଭଡ଼ା ହ୍ରାସକଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ବୁଧବାରଠାରୁ ପୁରୁଣା ବ୍ୟବସ୍ଥା ଲାଗୁକରି ରେଳବାଇ ୩-ଟାୟାର ଏସି ଶ୍ରେଣୀର ଭଡ଼ା ହ୍ରାସକରିଛି । ବର୍ତ୍ତମାନ ଜଣେ ଯାତ୍ରୀଙ୍କୁ ୩-ଟାୟର ଏସି ତୁଳନାରେ ଇକୋନମି ଶ୍ରେଣୀରେ ୬୦-୭୦ ଟଙ୍କା କମ୍ ଦେବାକୁ ପଡ଼ିବ । ଶସ୍ତାରେ ଏସି ଭ୍ରମଣ ସେବା ଯୋଗାଇବା ପାଇଁ ରେଳବାଇ ସେପ୍ଟେମ୍ବର ୨୦୨୧ରେ ଏସି-୩ ଇକୋନମି କ୍ଲାସ୍‌ର ପ୍ରବର୍ତ୍ତନ କରିଥିଲା । କିନ୍ତୁ ନଭେମ୍ବର ୨୦୨୨ରେ ୩ ଟାୟର ଏସି ଇକୋନମି କ୍ଲାସ୍ ଏବଂ ୩-ଟାୟର ଏସିର ମିଶ୍ରଣ ହେତୁ ଉଭୟ … Continue reading ୩-ଟାୟର ଏସି ଇକୋନମି କ୍ଲାସ୍ ଯାତ୍ରା ଶସ୍ତା; ଭଡ଼ା ହ୍ରାସକଲା ଭାରତୀୟ ରେଳବାଇ