28.1 C
Bhubaneswar
Thursday, March 28, 2024
Homeଓଡିଶାନିଆଁ ଲାଗି ଜଳିଗଲା ୩ଟି ଦୋକାନ

ନିଆଁ ଲାଗି ଜଳିଗଲା ୩ଟି ଦୋକାନ

ପାରାଦୀପ : ଗେଟ୍ ବଜାରରେ ନିଆଁ ଲାଗି ଜଳିଗଲା ୩ଟି ଦୋକାନ। ଏହି ନିଆଁରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି।
ସୂଚନା ଅନୁଯାୟୀ, ଶନିବାର ସକାଳେ ପାରାଦୀପଗଡ଼ ଗେଟ୍ ବଜାରରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଭୋରରୁ ନିଆଁ ଲାଗି ଦୋକାନ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିବା ‌ବେଳେ ଖବର ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଗୋଟିଏ ଜଳଖିଆ ଦୋକାନ ସହ ପାନ ଓ ଫଳ ଦୋକାନ ପୋଡି ଯାଇଛି। ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ବି ଅସ୍ପଷ୍ଟ ।
https://onakhabar.com/2019/12/13/agitation-at-school-campus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking