33.1 C
Bhubaneswar
Thursday, April 25, 2024
Homeଓଡିଶା୩ ଓଏସ୍‌ଏପି ଯବାନ ପୋଡ଼ିହୋଇ ଗୁରୁତର

୩ ଓଏସ୍‌ଏପି ଯବାନ ପୋଡ଼ିହୋଇ ଗୁରୁତର

ଭଦ୍ରକ: ଗୁରୁତର ଅବସ୍ଥାରେ ୩ ଓଏସ୍‌ଏପି ଯବାନ ପୋଡ଼ି ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁରୁଣା ବଜାର ଠାରେ ଡ଼୍ୟୁଟି କରୁଥିବା ଜବାନ ମାନେ ରାତିରେ ଶୋଇଥିବା ଅବସ୍ଥାରେ ମଶା ଧୁପରୁ ନିଆଁ ଲାଗି ଏହି ଅଭାବନୀୟ ଘଟଣା ଘଟିଥିଲ । ଗୁରୁତର ଯବାନ ମାନେ ବାରିପଦାର ୫ମ ବାଟାଲିୟନର ହେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking