ରାଜ୍ୟରେ ଖୋଲିବ ଆଉ ୩ ନୂଆ ଥାନା

ଭୁବନେଶ୍ୱର: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପୁଲିସ ଷ୍ଟେସନ୍ ଏବଂ କେନ୍ଦୁଝର ଓ ବଡ଼ବିଲ ସହରରେ ଦୁଇଟି ଟ୍ରାଫିକ ପୁଲିସ ଷ୍ଟେସନ୍ ସ୍ଥାପନ ହେବ । ଏହି ତିନୋଟି ନୂଆ ପୁଲିସ ଷ୍ଟେସନ୍ ପାଇଁ ୪୭ ପଦବୀ ସୃଷ୍ଟି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଏହିକ୍ରମରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ … Continue reading ରାଜ୍ୟରେ ଖୋଲିବ ଆଉ ୩ ନୂଆ ଥାନା