29.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗରମାଦେବୀ ୟୁନିଭରସିଟି +୩ ପରୀକ୍ଷା ସୂଚୀ ପ୍ରକାଶ

ରମାଦେବୀ ୟୁନିଭରସିଟି +୩ ପରୀକ୍ଷା ସୂଚୀ ପ୍ରକାଶ

ଭୁବନେଶ୍ୱର: ରମାଦେବୀ ମହିଳା ୟୁନିଭରସିଟି ଯୁକ୍ତ ତିନି ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ସେପ୍ଟେମ୍ବର ୨୧ରେ ଉଭୟ କଳା ଓ ବିଜ୍ଞାନ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ହେବ । ୨୩ ଏବଂ ୨୪ରେ ୨ଟି ସିଟିଂରେ କଳା, ବିଜ୍ଞାନ, ବାଣିଜ୍ୟରେ ଥିଓରୀ ପରୀକ୍ଷା ହେବ । ତେବେ ଦିନ ୧୧ଟାରୁ ୧୨ଟା ପ୍ରଥମ ସିଟିଂ ହେବାକୁ ଥିବା ବେଳେ ୨ଟାରୁ ୩ଟା ୨ୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ । ଅନଲାଇନ ପରୀକ୍ଷାକୁ ଅଗ୍ରାଧିକାର ଦିଆଯାଉଥିଲେ ବି ଅଫଲାଇନ ପରୀକ୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking