ବନ୍ୟା ପାଣିରେ ଫସିଥିଲେ ୩ ଇଞ୍ଜିନିୟର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବୌଦ୍ଧ : ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ତୀରଡ ମେଗା ପ୍ରକଳ୍ପରେ କାମ କରୁଥିବା ୩ ଜଣ ଇଞ୍ଜିନିୟର ବନ୍ୟା ପାଣିରେ ଫସିଯାଇଥିଲେ। ଅଗ୍ନିଶମ ବାହିନି ସେମାନଙ୍କୁ ଉଦ୍ଧାର କରିଛି। ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଫଳରେ ମହାନଦୀରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ତୀରଡ ମହାନଦୀ କୂଳରେ ନିର୍ମାଣାଧୀନ ମେଗା … Continue reading ବନ୍ୟା ପାଣିରେ ଫସିଥିଲେ ୩ ଇଞ୍ଜିନିୟର, ଉଦ୍ଧାର କଲା ଅଗ୍ନିଶମ ବାହିନୀ