34.1 C
Bhubaneswar
Friday, March 29, 2024
Homeଓଡିଶାକଟକ ସହରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ 

କଟକ ସହରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ 

କଟକ : ଆଜି କଟକ ସହରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ,ଆଜି ସକାଳେ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୩ଜଣ କଟକ ସହରର ବୋଲି ଜଣାପଡ଼ିଛି  ଏମାନଙ୍କ ମଧ୍ୟରୁ ଜଣେ ୩୧ବର୍ଷୀୟ ମହିଳା ଅଛନ୍ତି । ସେ ମୁମ୍ବାଇରୁ ଫେରି ପେଡ୍ କ୍ୱାରେଣ୍ଟାଇନ୍‌ରେ ଥିଲେ । ଅନ୍ୟ ଜଣେ ୪୨ବର୍ଷୀୟ ପୁରୁଷ ସେ ମୁମ୍ବାଇରୁଫେରି ପେଡ୍ କ୍ୱାରେଣ୍ଟାଇନ୍‌ରେ ଥିଲେ । ସେହିପରି ୬୫ବର୍ଷୀୟ ଜଣେ ବୃଦ୍ଧ କଣ୍ଟେନମେଣ୍ଟ ରୋଡ୍‌ରୁ ଚିହ୍ନଟ ହୋଇଛନ୍ତି । ସେ ଅନ୍ୟାନ୍ୟ ଜିଲ୍ଲା ସହିତ ଦିଲ୍ଲୀରୁ କଟକ ଫେରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking