32.1 C
Bhubaneswar
Thursday, March 28, 2024
Homeଓଡିଶା୪ଟି ଦେଶୀ ବନ୍ଧୁକ ସହିତ ୩ ଗିରଫ

୪ଟି ଦେଶୀ ବନ୍ଧୁକ ସହିତ ୩ ଗିରଫ

ଭୁବନେଶ୍ୱର : ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଯୁଜୁମରା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ପୋଲିସକୁ ୪ଟି ଦେଶୀ ବନ୍ଧୁକ ମିଳିଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ବୁଧବାର ପୋଲିସ ଚଢଉ କରିବା ସହିତ ବନ୍ଧୁକ ତିଆରି କରୁଥିବା ଏକ ଦମ୍ପତ୍ତିଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking