ଜୁଆ ଆଡ୍ଡା ଉପରେ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ

ଭୁବନେଶ୍ୱର: ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲା ପୁଲିସ। ପୁଲିସଙ୍କୁ ଉପରକୁ ଢେଲା ପଥର ମାଡ଼ କଲେ ଜୁଆଡି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଡା ଗାଁରେ। ପଥର ମାଡ଼ରେ ଏଏସ୍ଆଇ ଯୁଧିଷ୍ଠିର ମାଝୀ, ଦୁଇ ପୁଲିସ କର୍ମୀଚାରୀ କୃଷ୍ଣଚନ୍ଦ୍ର ମଣ୍ଡଳ ଓ ଅରୁଣ ନାହାକ ଆହତ ହୋଇଛନ୍ତି। ପାଲକଷଣ୍ଡା ଗାଁରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ମଙ୍ଗଳବାର ରାତିରେ ଏଏସ୍ଆଇ ଯୁଧିଷ୍ଠିର … Continue reading ଜୁଆ ଆଡ୍ଡା ଉପରେ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ