35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗବଢିଲା +୩ ଆଡମିଶନ ଅବଧି

ବଢିଲା +୩ ଆଡମିଶନ ଅବଧି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧି ବୃଦ୍ଧି ହୋଇଛି । ପ୍ରଥମ ସିଲେକ୍ସନରେ ନାମ ଲେଖା ତାରିଖ ଆସନ୍ତା ୬ ତାରିଖ ଯାଏଁ ବଢିଛି । ୭ ତାରିକ ସନ୍ଧ୍ୟାରେ ପ୍ରକାଶ ପାଇବ ପ୍ରଥମ ସିଲେକ୍ସନ ଆଡମିଶନ ତାଲିକା । ସେହିପରି ୭ ତାରିଖ ଯାଏଁ ବୃଦ୍ଧି ପାଇଛି ପ୍ରଥମ ସିଲେକ୍ସନ ସ୍ଲାଇଡ ଅପ ଫର୍ମ ପୂରଣ । ୧୩ ତାରିଖରେ ସେକେଣ୍ଡ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ୧୬ ତାରିଖ ରାତି ସୁଦ୍ଧା ଆଡମିଶନ ଫି ଦାଖଲ କରିବେ ,ସେକେଣ୍ଡ ଲିଷ୍ଟ ପିଲା । ୧୯ ତାରିଖ ସନ୍ଧ୍ୟାରେ ଚୂଡାନ୍ତ ନାମଲେଖା ଡାଟା ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking