27.1 C
Bhubaneswar
Thursday, April 25, 2024
Homeଓଡିଶାବରଯାତ୍ରୀ ନେଇ ଫେରୁଥିବା ବସକୁ ୩.୭୦ ଲକ୍ଷ ଫାଇନ୍

ବରଯାତ୍ରୀ ନେଇ ଫେରୁଥିବା ବସକୁ ୩.୭୦ ଲକ୍ଷ ଫାଇନ୍

ସୁନ୍ଦରଗଡ଼: ବରଯାତ୍ରୀ ନେଇ ଫେରୁଥିବା ବସ ଉପରେ ଲାଗିଲା ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ । ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଫେରୁଥିବା ବେଳେ ଘରୋଇ ବସ୍ ଉପରେ ଲାଗିଛି ଜୋରିମାନା । ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ଆଦି ନଥିବାରୁ ଜରିମାନା ଲାଗିଥିବା ଜଣାପଡିଛି । ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ୩ ଲକ୍ଷ ୪୨ ହଜାର ଟଙ୍କା ଫାଇନ ଲାଗିଛି । ସଦର ଥାନା କରମଡିହି ନିକଟରେ ଚେକିଂ ବେଳେ ଫାଇନ ଆଦାୟ ହୋଇଛି । ଏହା ସହ ବସକୁ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking