39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ । କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଷଷ୍ଠ ସେମିଷ୍ଟର ପରୀକ୍ଷା । ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୩ରେ ଶେଷ ହେବ ପରୀକ୍ଷା । ତେବେ ସମସ୍ତ ଥିଓରୀ ପେପର ପାଇଁ ୧ ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା କରାଯିବ । ୧ ଘଣ୍ଟାରେ ଓଏମଆର ବେସଡ ମଲ୍ଟିପଲ ଚଏସ ଥିଓରୀ ପରୀକ୍ଷା ହେବ । ସେପ୍ଟେମ୍ବର ୨୨ରୁ ୨୬ ମଧ୍ୟରେ ଅନଲାଇନରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଯଦି ଅନଲାଇନ ସୁବିଧା ନଥାଏ ଛାତ୍ରଛାତ୍ରୀ କଲେଜ ଆସି ପ୍ରାକ୍ଟିକାଲ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking