34.1 C
Bhubaneswar
Friday, March 29, 2024
Homeଓଡିଶାଦ୍ୱତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ : ଜାରି ହେଲା ନୂଆ ଗାଇଡ୍‌ଲାଇନ୍

ଦ୍ୱତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ : ଜାରି ହେଲା ନୂଆ ଗାଇଡ୍‌ଲାଇନ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ପରେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ଜାରି କଲା ନୂଆ ଗାଇଡ୍‌ଲାଇନ୍ । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ । ଟ୍ରେନ୍ ଯୋଗେ ଯାତ୍ରୀ ପରିବହନ ବନ୍ଦ ରହିବ,ବସ୍‌ରେ ଯାତ୍ରୀ ପରିବହନ ମନା, ମେଟ୍ରୋ ରେଳ ସେବା ମଧ୍ୟ ବନ୍ଦ, ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁହୋଇଛି । ସବୁ ସିନେମା ହଲ୍‌, ମଲ୍‌, ଜିମ୍‌ନାସିୟମ, ସ୍ପୋର୍ଟସ୍ କଂପ୍ଲେକ୍ସ, ସୁଇମିଂ ପୁଲ ମଧ୍ୟ ବନ୍ଦ । ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିବ । ସମସ୍ତ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ଧାର୍ମିକ ସ୍ଥଳକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରତିବନ୍ଧକ ଲଗାହୋଇଛି । ଶବ ସଂସ୍କାର ବେଳେ ୨୦ରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ଉପରେ କଟକଣା ।
https://onakhabar.com/2020/04/15/responsibility-for-6-senior-ias-in-bhubaneswar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking