27.8 C
Bhubaneswar
Friday, April 19, 2024
Homeଅପରାଧଲଭ ଜିହାଦରେ ସମାନାକୁ ଆସିଲା ଆଉଏକ ମାମଲା

ଲଭ ଜିହାଦରେ ସମାନାକୁ ଆସିଲା ଆଉଏକ ମାମଲା

ଉତ୍ତରପ୍ରଦେଶ : ଧର୍ମ ପରିବର୍ତ୍ତନ ଆଜି ସମାଜର ଏକ ମୁଖ୍ୟ ସମସ୍ୟା ଭାବେ ଠିଆ ହୋଇଛି । ଏହିପରି ଆଉ ଅଭାବନୀୟ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଜବରନ ଠାରେ । ଧର୍ମ ପରକବର୍ତ୍ତନ ନାରେ ଅଧ୍ୟାଦେଶ ଆସିବା ପରେ ବରେଲିରେ ଆଉ ଏକ ଲଭ ଜିହାଦର ମାମଲା ଆଗକୁ ଆସିଛି । ଏହା ପୂର୍ବରୁ ୨୯ ନଭେମ୍ବରକୁ ବରେଲିର ଇଜ୍ଜତନଗର ଠାରେ ଏକ ମାମଲା ସାମନାକୁ ଆସିଥିଲା । ଏହି ମାମଲାରେ ପ୍ରଥମେ ଧର୍ମ ଓ ଜାତି ଲୁଚାଇ ବିବାହ କରାଯାଇଥିଲା । ପୋଲିସର କହିବା ଅନୂସାରେ ବିବାହ କରିଥିବା ଝିଅର ବୟାଅନକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାଯାଉଛ । ସୂଚନାଅନୂସାରେ ଉତ୍ତରପ୍ରଦେଶରେ ଶନିବାର ଦିନ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଦ୍ୱାରା ଲଭଜିହାଦ ଉପରେ ଅଧ୍ୟାଦେଶ ଜାରି କରାଯାଇଥିଲା । ଏହି ମାମଲା ଉପରେ ପ୍ରଥମେ କେସ ବରେଲିରେ ହୋଇଥିବା ବେଳେ ୨ୟ କେସ ମଧ୍ୟ ବରେଲି ଠାରେ ହୋଇଛି । ସୂଚନା ଯୋଗ୍ୟଯେ ୨୪ ନମେମ୍ବରକୁ ଲଭଜିହାଦ ଉପରେ ଅଧ୍ୟାଦେଶ ଜାରି କରି ମିଛ, ଜବରଦସ୍ତି , ପ୍ରଲୋଭନ ଦେଖାଇ ବିବାହ ନାମରେ ଧୋକା କରିଲେ ଏହା ଧର୍ମ ପରିବତ୍ତନେର ଶ୍ରେଣୀରେ ଆସିବ । ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ । ଆଇନ ଅନୂସାରେ ଯଦି କିଏ କେବଳ ବିବାହ ପାଇଁ ଝିଅର ଧର୍ମ ପରିବର୍ତ୍ତନ କରୁଛି ତେବେ ଏହା ଅବୈଧ ଧରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking