17.1 C
Bhubaneswar
Sunday, December 7, 2025
Homeଓଡିଶାରାସ୍ତା ଉପରେ ୨୯ ଟିକିଆ ହାତୀପଲ

ରାସ୍ତା ଉପରେ ୨୯ ଟିକିଆ ହାତୀପଲ

କେନ୍ଦୁଝର: ରାସ୍ତା ଉପରେ ୨୯ ଟିକିଆ ହାତୀପଲ । କେନ୍ଦ୍‌ୁଝର ଜିଲ୍ଲା ଚମ୍ପୁଆ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୟୁରଭଞ୍ଜ କରଞ୍ଜିଆରୁ ହାତୀପଲ ଚମ୍ପୁଆରେଞ୍ଜକୁ ଫେରିଛନ୍ତି । ବୈତରଣୀ ନଦୀ ପାର ହୋଇ ପଦ୍ମପୁର ଗାଁ ଦେଇ ଜଙ୍ଗଲକୁ ଫସିଛନ୍ତି ୨୯ ଟିକିଆ ହାତୀପଲରେ ୧୨ଟି  ମାଇ ଏବଂ ୧୦ଟି ଦନ୍ତା ୭ଟି ଛୁଆ ହାତୀ ଥିବା ଦେଖିବାକୁ ମିଳିଛି । ଗୋଟିଏ ଛୁଆହାତୀ ଆହତ ହୋଇଥିବା ସୂଚନା ମଧ୍ୟ ରହିଛି ।  ଦୁଇ ସପ୍ତାହ  ତଳେ ସମାନ ହାତୀପଲ  ଚମ୍ପୁଆରୁ କରଞ୍ଜିଆ ରେଞ୍ଜକୁ ଚାଲିଯାଇଥିଲେ । ହାତୀପଲ ଉପରେ ବନ ବିଭାଗ ସମ୍ପୁର୍ଣ୍ଣ ଭାବରେ ନଜର ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking