ରାଜଧାନୀରେ ମାତିଲେ ATM ଲୁଟେରା

atm loot

ଭୁବନେଶ୍ୱର : ଲୁଟ୍ ପାଟ୍ ମାମଲାରେ ରାଜଧାନୀ ଏବେ କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ ସମୟରେ ରାଜଧାନୀରେ ଲୁଟ୍ ଘଟଣା ଲୋକଲୋଚନକୁ ଆସୁଛି । ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଗ୍ୟାସ କଟରରେ ATM କାଟି ଲୁଟିଲେ ଲୁଟେରା । ଇନଫୋସିଟି ଥାନା ପଟିଆ ଷ୍ଟେସନ୍ ରାସ୍ତାରେ ପିଏନ୍‌ବି ଇଞଗରୁ ଲୁଟିଲେ । ତେବେ ସମୁଦାୟ କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ କରିନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି । ଏଟିଏମ୍ ରୁ ୨୮ ଲକ୍ଷ ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ସକ୍ୟୁରିଟି ଟିମ୍ ।

LEAVE A REPLY

Please enter your comment!
Please enter your name here