୨୯ ବଦଳରେ ୨୮ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଛୁଟି ଘୋଷଣା କଲେ ସରକାର । ପୂର୍ବରୁ ଘୋଷଣା ହୋଇଥିବା ୨୯ ପରିବର୍ତ୍ତେ ୨୮ରେ ଛୁଟି ଘୋଷଣା କରାଯାଇଛି । ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ବିକ୍ଷୋଭ