37.2 C
Bhubaneswar
Friday, April 19, 2024
Homeଓଡିଶା୨୮ଟି ସପିଂ ମଲ୍ ଚିହ୍ନଟ, ଫୋନ କଲେ ଘରେ ପହଁଂଚିବ ସାମଗ୍ରୀ

୨୮ଟି ସପିଂ ମଲ୍ ଚିହ୍ନଟ, ଫୋନ କଲେ ଘରେ ପହଁଂଚିବ ସାମଗ୍ରୀ

ଭୁବନେଶ୍ୱର : କରୋନା ଭାଇରସର ବାଟ ରୋକିବା ପାଇଁ ଉଭ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ କେହି ବାହାରକୁ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି ରହିଛି । ଫଳରେ ଲୋକମାନେ ପନିବାରିବା, ରାଷନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ ଅସୁବଧାର ସମ୍ମୁତ୍କନ ହେଉଛନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ରାଜଧାନୀ ବାସୀଙ୍କ ଲାଗି ଭୁବନେଶ୍ୱର ମହାନଗର ନିଗମ ୨୮ଟି ସପିଂ ମଲକୁ ଚିହ୍ନଟ କରିଛନ୍ତି । ଏହି ମଲ ଗୁଡ଼ିକ ହ୍ୱାଟସପ ମାଧ୍ୟମରେ ବାର୍ତାା ପଠାଇଲେ କିମ୍ବା ଫୋନ କରି ଘରର ଠିକଣା ଦେଲେ ସାମଗ୍ରୀ ଲୋକଙ୍କ ଦୁଆର ମୁହଁରେ ପହଁଚିବ । ସାମଗ୍ରୀ ପାଇଲା ପରେ ବିଲ୍ ଅନୁସାରେ ଦେୟ ଦେବେ । ସକାଳ ୭ଟାରୁ ରାତି ୧୧ଟା ଯାଏଁ ଏହି ସେବା ରାଜଧାନୀବାସୀ ଫୋନ କରି ପାଇପାରିବେ । ଏଥିପାଇଁ ବିଏମସି ପକ୍ଷରୁ ସଂପୃକ୍ତ ସପିଂ ମଲର ନାମ ଓ ଟେଲିଫୋନ ନଂ ଜାରି କରାଯାଇଛି । ଏଗୁଡ଼ିକ ହେଲା….

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking