34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ରୋଗୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ରୋଗୀ

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ ହୁ ହୁ ଭାବେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଆଜି ରାଜ୍ୟ ପାଇଁ ଏକ ଖୁସି ଖବର ରହିଛି । ଆଉ ୨୭ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ବାଲେଶ୍ୱରର ୯ ଜଣ, ଭୁବନେଶ୍ୱରର ୮ ଜଣ, ଭଦ୍ରକର ୪ ଜଣ, ଗଂଜାମ ଓ ସୁନ୍ଦରଗଡରୁ ଦୁଇ ଜଣ ଲେଖାଏଁ ଭଲ ହୋଇଥିବା ବେଳେ କୋରାପୁଟ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ରାଜ୍ୟରେ ମୋଟ ୧୪୩ ଜଣ କରୋନା ରୋଗରୁ ସୁସ୍ଥ ହେଲେଣି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking