30.1 C
Bhubaneswar
Wednesday, April 24, 2024
HomeUncategorizedନିଶ୍ଚିତ କୋଇଲିରୁ ୨୬ ପଜେଟିଭ ଚିହ୍ନଟ

ନିଶ୍ଚିତ କୋଇଲିରୁ ୨୬ ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ କରୋନା ତାର କାୟା ମେଲାଇବାରେ ଲାଗିଛି । କାହାକୁ ବି ଛାଡୁନି । କୁନି ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଜାଲରେ ପକାଉଛି ।  ପୁଣି ଚିନ୍ତା ବଢାଇଲା କରୋନା । ଆଜି ନିଶ୍ଚିତକୋଇଲି ବ୍ଲକରୁ ୨୬ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ୨୬ ଜଣ ଙ୍କ ମଧ୍ୟରୁ ୨୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ସୂଚନା ମିଳିଛି । ତେବେ ୨୬ କରୋନା ପଜେଟିଭ ଚିହ୍ନଟ ହୋଇଥିବା ନେଇ ବିଡିଓ କର୍ଣ୍ଣଦେବ ସମାଦ୍ଦାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଆଜି ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍ ଚିହ୍ନଟ  ହୋଇଛନ୍ତି  ।  ୧୧୨ ଜଣଙ୍କ ମଧ୍ୟରୁ ୧୦୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ଓ ଅନ୍ୟ ୫ଜଣ ସ୍ଥାନୀୟ ମାମାଲା ବୋଲି ଜଣାପଡ଼ିଛି ।
https://onakhabar.com/2020/06/12/all-staffs-of-govt-and-private-college-will-join-their-work-from-june-17/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking