କାର୍ଗିଲ ବିଜୟ ଦିବସକୁ ୨୫ ବର୍ଷ ; ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୫ତମ କାର୍ଗିଲ ବିଜୟ ଦିବସ । ଏହି ଅବସରରେ କାର୍ଗିଲ ଯୁଦ୍ଧର ହିରୋମାନଙ୍କୁ ସମ୍ମାନ ଜଣାଇବାକୁ ଆୟୋଜିତ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲଦାଖର ଦ୍ରାସ ସେକ୍ଟରରେ ଥିବା କାରଗିଲ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଛନ୍ତି । ଦ୍ରାସରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୯୯୯ ମସିହାର ଜୁଲାଇ ୨୬ ରେ କାର୍ଗିଲରେ ପାକିସ୍ତାନ ସେନା ଉପରେ ବିଜୟ ହାସଲ କରି … Continue reading କାର୍ଗିଲ ବିଜୟ ଦିବସକୁ ୨୫ ବର୍ଷ ; ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ