ଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବ ଚାଲିଲା ୨୪ ଟ୍ରେନ

ନୂଆଦିଲ୍ଲୀ : ଉତ୍ତର, କେନ୍ଦ୍ର ଓ ଉତ୍ତରପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ଶୀତ ସହିତ ଜାରି ରହିଛି ଘନକୁହୁଡ଼ି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଜାନୁୟାରି ୧୫ ପର‌୍ୟ୍ୟନ୍ତ ଏହିଭଳି  ଘନକୁହୁଡି ଲାଗି ରହିବ। ଏଥିପାଇଁ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀକୁ ଆସୁଥିବା ୨୪ଟି ଟ୍ରେନ  ବିଳମ୍ବରେ ଚାଲୁଥିବାର ଜଣାଇଛି। ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜାନୁୟାରି ୧୧ରୁ ୧୫ ତାରିଖ ପଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, … Continue reading ଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବ ଚାଲିଲା ୨୪ ଟ୍ରେନ