୨୩୧ ଜୀବନ ନେଇଛି ବିଷାକ୍ତ ମଦ

ଭୁବନେଶ୍ୱର : ରାଜ୍ୟରେ ବିଷାକ୍ତ ମଦ ମୋଟ ୨୩୧ ଜଣଙ୍କ ଜୀବନ ନେଇଛି । ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୯୯୨ ମସିହା ଠାରୁ ଏଯାବତ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତୁ୍ୟ ହୋଇଛି । ତାଙ୍କ ସୂଚନା ଅନୁଯାୟୀ ୧୯୯୨ ମସିହାରେ କଟକରେ ସର୍ବାଧିକ ୧୩୪ଜଣଙ୍କ ମୃତୁ୍ୟ ହୋଇଥିଲା । ୨୦୧୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ୪୧ଜଣଙ୍କ ମୃତୁ୍ୟ ହୋଇଥିଲା । ସେହିପରି ୨୦୦୧ରେ … Continue reading ୨୩୧ ଜୀବନ ନେଇଛି ବିଷାକ୍ତ ମଦ